୧. ମହାକାଶରେ ଦେଖା ଯାଉଥିବା ସୂର୍ଯ୍ୟ, ଚନ୍ଦ୍ର ସମେତ ଅନ୍ୟାନ୍ୟ ଉଜ୍ଜଳ ପିଣ୍ଡଗୁଡିକୁ ___ କୁହାଯାଏ l
(କ) ଉଲକା ପିଣ୍ଡ
(ଖ) ମହଜାଗତିକ ପିଣ୍ଡ
(ଗ) ହୃତପିଣ୍ଡ
(ଘ) ଶକ୍ତି ପିଣ୍ଡ
୨. ମହାଜାଗତିକ ପିଣ୍ଡମାନଙ୍କର ଦୂରତ୍ଵକୁ ଜ୍ୟୋତିର୍ବିଜ୍ଞାନୀମାନେ ___ ସାହାଯ୍ୟରେ ମାପିଥାଆନ୍ତି l
(କ) ପୃଥିବୀ ବର୍ଷ
(ଖ) ଆଲୋକ ବର୍ଷ
(ଗ) ନକ୍ଷତ୍ର ବର୍ଷ
(ଘ) ଅଧି ବର୍ଷ
୩. ଏକ ବର୍ଷ ମଧ୍ୟରେ ଆଲୋକ ଯେତେ ଦୂରତ୍ବ ଅତିକ୍ରମ କରେ ତାହାକୁ ଆଲୋକ ବର୍ଷ କୁହାଯାଏ
(କ) ଠିକ୍
(ଖ) ଭୁଲ୍
୪. କେଉଁଟି ତାରକା ସମ୍ବନ୍ଧରେ ସଠିକ୍ ତଥ୍ୟ ଅଟେ ?
(କ) ଏମାନଙ୍କର ନିଜସ୍ୱ ଆଲୋକ ଓ ଉତ୍ତାପ ଅଛି
(ଖ) ଆମର ସୂର୍ଯ୍ୟ ଏକ ନକ୍ଷତ୍ର ଅଟେ
(ଗ) ଦୂରତ୍ଵ ଅନୁସାରେ ନକ୍ଷତ୍ରଗୁଡ଼ିକ କ୍ଷୁଦ୍ର ବା ବୃହତ୍ ଦେଖାଯାଏ
(ଘ) ସବୁତକ ଠିକ୍
୫. ବିଭିନ୍ନ ଆକାରରେ ସଜ୍ଜିତ ହୋଇ ପାଖାପାଖି ଏକାଠି ହୋଇ ରହିଥିବା ନକ୍ଷତ୍ର ସମୁହକୁ ___ କୁହାଯାଏ l
(କ) ଛାୟା ମଣ୍ଡଳ
(ଖ) ନକ୍ଷତ୍ର ମଣ୍ଡଳ ବା ନକ୍ଷତ୍ର ପୁଞ୍ଜ
(ଗ) ଗ୍ରହ ମଣ୍ଡଳ
(ଘ) କ୍ଷେତ୍ର ମଣ୍ଡଳ
୬.ସପ୍ତର୍ଷି ମଣ୍ଡଳ ହେଉଛି ନକ୍ଷତ୍ର ମଣ୍ଡଳର ଏକ ଉଦାହରଣl
(କ) ଠିକ୍
(ଖ) ଭୁଲ୍
୭. ସପ୍ତର୍ଷି ମଣ୍ଡଳ ଆକାରରେ ଦେଖିବାକୁ ___ଚିହ୍ନ ପରି ଅଟେ l
(କ) ବିସ୍ମୟ ସୂଚକ (!)
(ଖ) କମା ଚିହ୍ନ (,)
(ଗ) ପ୍ରଶ୍ନବାଚୀ (?)
(ଘ) କେଉଁଟି ବି ନୁହେଁ
୮. ସପ୍ତର୍ଷି ମଣ୍ଡଳରେ ___ ଟି ନକ୍ଷତ୍ର ପାଖାପାଖି ହୋଇ ରହିଛନ୍ତି l
(କ) ୬ ଟି
(ଖ) ୭ ଟି
(ଗ) ୮ ଟି
(ଘ) ୯ ଟି
୯. ସପ୍ତର୍ଷି ମଣ୍ଡଳୀରେ ଥିବା ନକ୍ଷତ୍ରଗୁଡ଼ିକ ___ ମାନଙ୍କ ନାମରେ ନାମିତ l
(କ) ୭ ବାର
(ଖ) ୭ ସମୁଦ୍ର
(ଗ) ୭ ଋଷି
(ଘ) ୭ ମହାଦେଶ
୧୦. ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ କାଲ୍ପନିକ ରେଖାରେ ଯୋଗ କରି କ୍ରତୁ ଦିଗରେ ଉତ୍ତରକୁ ଗଲେ ___ ତାରା ପାଖେ ପହଂଚିବା I
(କ) ଶୁକ୍ର ତାରା
(ଖ) ଧ୍ରୁବ ତାରା ବା ମେରୁ ତାରା
(ଗ) ପୁଲସ୍ତ୍ୟ
(ଘ) ଅଙ୍ଗିରା
୧୧. କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ମରୀଚି ଆଦି କିଏ ଅଟନ୍ତି ?
(କ) ସପ୍ତ ଋଷି
(ଖ) ସପ୍ତ ନକ୍ଷତ୍ର
(ଗ) ସପ୍ତ ବାର
(ଘ) ସପ୍ତ ଗ୍ରହ
୧୨. ଅତୀତରେ ନାବିକମାନେ ଜଳ ପଥରେ ଯାତ୍ରାକରୁଥିବା ସମୟରେ ___କୁ ଲକ୍ଷ୍ୟ କରି ଉତ୍ତର ଦିଗ ନିର୍ଣୟ କରୁଥିଲେ l
(କ) ଠିକ୍
(ଖ) ଭୁଲ୍
୧୩. ଏଥି ମଧ୍ୟରୁ କେଉଁଟି ଗ୍ରହ ସମ୍ବନ୍ଧେ ସଠିକ୍ ଅଟେ ?
(କ) ଚନ୍ଦ୍ରର କିରଣରେ ଏହା ଆଲୋକିତ ହୋଇଥାଏ
(ଖ)ଗ୍ରହମାନଙ୍କର ନିଜସ୍ୱ ଆଲୋକ ରହିଛି
(ଗ)ସୂର୍ଯ୍ୟଙ୍କର ଆଲୋକରେ ଗ୍ରହମାନେ ଆଲୋକିତ ହୋଇଥାନ୍ତି
(ଘ) ଆୟତନରେ ଏହା ତାରକାଙ୍କ ଠାରୁ ବଡ଼
୧୪. ଗ୍ରହ, ଉପଗ୍ରହ, ଗ୍ରହାଣୁ ପୁଞ୍ଜ, ଅସଂଖ୍ୟ ଉଲକା ଓ ଧୂମକେତୁ ଇତ୍ୟାଦିକୁ ନେଇ ___ ଗଠିତ l
(କ) ସୌର ଜଗଡ
(ଖ) ଚନ୍ଦ୍ର ଜଗତ
(ଗ) ନିହାରିକା
(ଘ) ଜୀବ ଜଗତ
୧୫. ହ୍ୟାଲି ଧୂମକେତୁ ___ ବର୍ଷରେ ଥରେ ପୃଥିବୀକୁ ଦୃଶ୍ୟମାନ ହୋଇଥାଏ l
(କ) ୬୭
(ଖ) ୭୬
(ଗ) ୮୬
(ଘ) ୬୮
୧୬. ସୂର୍ଯ୍ୟାଲୋକ ପୃଥିବୀ ପୃଷ୍ଠରେ ପହଂଚିବା ପାଇଁ ___ ସମୟ ନେଇଥାଏ l
(କ) ୬ ସେକେଣ୍ଡ
(ଖ) ୮ ସେକେଣ୍ଡ
(ଗ) ୮ ମିନିଟ
(ଘ) ୧୦ ମିନିଟ
୧୭. ପ୍ରତ୍ୟେକ ମହାଜାଗତିକ ପିଣ୍ଡ ନିଜର କେନ୍ଦ୍ର ଆଡକୁ ଆକର୍ଷଣ କରୁଥିବା ଶକ୍ତିକୁ ____ କୁହାଯାଏ l
(କ) ମାଧ୍ୟାକର୍ଷଣ ଶକ୍ତି
(ଖ) ମହାକର୍ଷଣ ଶକ୍ତି
(ଗ) ସୌର ଶକ୍ତି
(ଘ) ଜାଗତିକ ଶକ୍ତି
୧୮. ମହାଜାଗତିକ ପିଣ୍ଡମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣକୁ ____ କୁହାଯାଏ l
(କ) ମାଧ୍ୟାକର୍ଷଣ ଶକ୍ତି
(ଖ) ମହାକର୍ଷଣ ଶକ୍ତି
(ଗ) ଶକ୍ତିମାନ ଶକ୍ତି
(ଘ) ସୌର ଶକ୍ତି
୧୯. ମହାକର୍ଷଣ ଶକ୍ତି ଯୋଗୁଁ ସୌରଜଗତର ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଚାରିପାଖରେ ବୁଲୁଥାଆନ୍ତି l
୨୦. ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ____ ଗୁଣ ଅଟେ l
(କ) ୧୭ ଗୁଣ
(ଖ) ୨୭ ଗୁଣ
(ଗ) ୨୩ ଗୁଣ
(ଘ) ୧୦ ଗୁଣ
୨୧. ଆଠଟି ଗ୍ରହ ସୂର୍ଯ୍ୟ ଚାରିପଟେ ନିଜ ନିଜର ନିର୍ଦ୍ଧିଷ୍ଟ କକ୍ଷ ପଥରେ ବୁଲିବାକୁ ____ କୁହାଯାଏ l
(କ) ଆବର୍ତ୍ତନ
(ଖ) ପରିକ୍ରମଣ
(ଗ) ଅକ୍ଷ
(ଘ) ପରିଭ୍ରମଣ
୨୨. ଗ୍ରହମାନଙ୍କର ପରିକ୍ରମଣର ପଥଗୁଡ଼ିକ ____ ଅଟେ l
(କ) ସରଳ ରୈଖୀୟ
(ଖ) ବୃତ୍ତାକାର
(ଗ) ଉପବୃତ୍ତାକାର
(ଘ) ବକ୍ର ରୈଖୀୟ
୨୩. ପୃଥିବୀ ସୂର୍ଯ୍ୟଙ୍କ ଚାରି ପାଖେ ପ୍ରଦିକ୍ଷଣ କରୁଥିବା ଦିଗଟି ହେଉଛି _____ l
(କ) ପୂର୍ବରୁ ପଶ୍ଚିମ
(ଖ) ପଶ୍ଚିମରୁ ପୂର୍ବ
(ଗ) ଉତ୍ତରରୁ ଦକ୍ଷିଣ
(ଘ) ଦକ୍ଷିଣରୁ ଉତ୍ତର
୨୪. ସୂର୍ଯ୍ୟଙ୍କ ଚାରିପଟେ ପୂର୍ବରୁ ପଶ୍ଚିମକୁ ପ୍ରଦିକ୍ଷଣ କରୁଥିବା ଗ୍ରହଗୁଡ଼ିକ ହେଉଛି _____ l
(କ) ବୁଧ ଓ ଶୁକ୍ର
(ଖ) ଶୁକ୍ର ଓ ୟୁରେନସ୍
(ଗ) ଶନି ଓ ମଙ୍ଗଳ
(ଘ) ରାହୁ ଓ କେତୁ
୨୫. ଗ୍ରହମାନେ ନିଜ ନିଜର ଅକ୍ଷ ଚାରିପଟେ ଘୂରି ବୁଲିବାକୁ ____ କୁହାଯାଏ l
(କ) ଆବର୍ତ୍ତନ
(ଖ) ପରିକ୍ରମଣ
(ଗ) ଅକ୍ଷ
(ଘ) ପରିଭ୍ରମଣ
୨୬. ଆୟତନ ଅନୁସାରେ ସୌରଜଗତର ସବୁଠାରୁ ବଡ଼ ଓ ସବୁଠାରୁ ସାନ ଗ୍ରହର ନାମ ହେଉଛି ___ଓ ____ l
(କ) ବୃହସ୍ପତି ଓ ବୁଧ
(ଖ) ବୃହସ୍ପତି ଓ ଶନି
(ଗ) ବୁଧ ଓ ବୃହସ୍ପତି
(ଘ) ବୃହସ୍ପତି ଓ ପୃଥିବୀ
୨୭. ସୌରଜଗତରେ ଥିବା ଲାଲ୍ ଗ୍ରହଟି ହେଉଛି ____ l
(କ) ମଙ୍ଗଳ
(ଖ) ଶନି
(ଗ) ୟୁରେନସ୍
(ଘ) ନେପଚୂନ
୨୮. ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ଥିବା ଅନ୍ତଃଗ୍ରହଗୁଡିକ ହେଉଛି ______ l
(କ) ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ
(ଖ) ପୃଥିବୀ, ମଙ୍ଗଳ, ଶନି, ୟୁରେନସ୍
(ଗ) ଶୁକ୍ର, ପୃଥିବୀ, ମଙ୍ଗଳ, ଶନି
(ଘ) ମଙ୍ଗଳ, ଶନି, ୟୁରେନସ୍, ନେପଚୂନ
୨୯. ଲଞ୍ଜାତାରାର ଅଗ୍ରଭଗରେ ଥିବା ଜଡ଼ କଣିକାର ଘର୍ଷଣ ଫଳରେ ତାପ ଓ ଆଲୋକ ବିଚ୍ଛୁରିତ ହୋଇଥାଏ l
୩୦. କେଉଁଟି ପୃଥିବୀ ସମ୍ବନ୍ଧେ ସଠିକ୍ ଅଟେ ?
(କ) ଏହା ଆୟତନରେ ୫ମ ବୃହତ୍ତମ ଗ୍ରହ ଅଟେ
(ଖ) ଏହାର ୪ ଭାଗରୁ ୩ ଭାଗ ଜଳ ଦ୍ଵାରା ଆଚ୍ଛାଦିତ
(ଗ) ଏହାକୁ ନୀଳ ଗ୍ରହ ମଧ୍ୟ କୁହାଯାଏ
(ଘ) ସବୁତକ ଠିକ୍
୩୧. ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ ସୂର୍ଯ୍ୟଙ୍କ ଠାରୁ ଦୂରରେ ଥିବାରୁ ଏଗୁଡ଼ିକୁ ବହିଃଗ୍ରହ କୁହାଯାଏ l
୩୨. ସୌରଜଗତର ଅଦ୍ଵିତୀୟ ଗ୍ରହ ଭାବେ ପୃଥିବୀ କାହିଁକି ଜଣାଶୁଣା ?
(କ) ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏନାହିଁ
(ଖ) ଜୀବଜଗତ ନିମନ୍ତେ ଏଠାରେ ଆବଶ୍ୟକୀୟ ଜଳ, ବାୟୁ ଓ ଅନ୍ୟାନ୍ୟ ଉପାଦାନ ରହିଅଛି
(ଗ) ବିଭିନ୍ନ ପ୍ରକାର ଜୀବଜନ୍ତୁ ମାନଙ୍କର ଆଶ୍ରୟସ୍ଥଳ ଅଟେ
(ଘ) ସବୁତକ ଠିକ୍
୩୩. ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ୱ କାହିଁକି ଦେଖିଥାଉ ?
(କ) ଏଠାରେ ଜୀବଜଗତ ଦେଖାଯାଏ ନାହିଁ
(ଖ) ଏହା ପୃଥିବୀର ପ୍ରାୟ ୪୯ ଭାଗରୁ ଏକ ଭାଗ
(ଗ) ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ(୨୭ ଦିନ ୮ ଘଣ୍ଟା)
(ଘ) ଏହାର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ୬ ଭାଗରୁ ୧ ଭାଗ
୩୪. ପ୍ଲୁଟୋ ଏକ ବାମନ ଗ୍ରହ ଭାବେ ପରିଗଣିତ l
(କ) ଠିକ୍
(ଖ) ଭୁଲ୍
୩୫. ଏଥି ମଧ୍ୟରୁ କେଉଁଟି ଏକ କ୍ରୁତ୍ରିମ ଉପଗ୍ରହ ?
(କ) INSAT
(ଖ) IRS
(ଗ) ସ୍ଫୁଟୋନିକ୍-୧
(ଘ) ସବୁତକ ଠିକ୍
୩୬. ସୌରଜଗତର ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଥିବା ଅସଂଖ୍ୟ ଛୋଟ ଛୋଟ ଉଜ୍ଜଳ ପିଣ୍ଡକୁ __ କୁହାଯାଏ l
(କ) ଗ୍ରହାଣୁପୁଞ୍ଜ
(ଖ) ତାରକାପୁଞ୍ଜ
(ଗ) ସୌରପୁଞ୍ଜ
(ଘ) ଉଲକାପୁଞ୍ଜ
୩୭. ଏଥି ମଧ୍ୟରୁ କେଉଁଟି ବଳୟ ଗ୍ରହ ଅଟେ ?
(କ) ବୁଧ
(ଖ) ଶନି
(ଗ) ମଙ୍ଗଳ
(ଘ) ଶୁକ୍ର
୩୮. ଆମ ସୌରଜଗତ ____ ଛାୟାପଥର ଏକ ଅଂଶ ବିଶେଷ ଅଟେ l
(କ) ଯମୁନା ଗଙ୍ଗା
(ଖ) ନୀହାରିକା
(ଗ) ଆକାଶ ଗଙ୍ଗା
(ଘ) ଉଲକା ପଥ
୩୯. ବଡ଼ ବଡ଼ ଉଲକା ପିଣ୍ଡଗୁଡିକ ଜଳି ନ ପାରି ପୃଥିବୀ ଉପରେ ପଡି ଗର୍ତ୍ତ ସୃଷ୍ଟି କରିଥାଆନ୍ତି
(କ) ଠିକ୍
(ଖ) ଭୁଲ୍
୪୦. ଅନେକ ଛାୟାପଥ,ନୀହାରିକା ବା ନକ୍ଷତ୍ରପୁଞ୍ଜ,ତାରକା ବା ନକ୍ଷତ୍ର,ଗ୍ରହ,ଗ୍ରହାଣୁପୁଞ୍ଜ,ଉପଗ୍ରହ,ଉଲକା,ଧୂମକେତୁକୁ ନେଇ ବିଶ୍ୱବ୍ରହ୍ମାଣ୍ଡ ଗଠିତ l

Comments
Post a Comment