kabita guchha July 02, 2020 || ଚକା ଆଖି || କି ଅବା ଲେଖିବି ସବୁ ତୋ ଦାନ ଏ ଭାବନା ଆଉ ଏଇ ମୋ ଜୀବନ || ମୋ ଆଖି ଖୋଲିଲେ ଦେଖେ ମୁଁ ତୋତେ ଆଖି ବୁଜି ଦେଲେ ଦିଶୁ ତୁ ମୋତେ || ବିଶ୍ୱ ବ୍ରହ୍ମ | ଣ୍ଡର ତୁ ସୃଷ୍ଟି କର୍ତ୍ତା କୋଟି ଜନତାର ଭାଗ୍ୟ ବିଧାତା || ପର ଆପଣାର ଭେଦ ନ ରଖି ସଭିଙ୍କୁ ଆଦରେ ... Read more