ଶୁଭ ଜନ୍ମଦିନେ ....
ସେଦିନ ପ୍ରଦ୍ଯୁମ୍ନ ଜନ୍ମିଥିଲେ ଦ୍ଵାରକାର
କୃଷ୍ଣ ଓ ରୁକ୍ମଣୀଙ୍କ ଔରସରୁ
ସାଜି ସୌନ୍ଦର୍ଯ୍ୟ ଓ
ସାହସର
ମୂର୍ତ୍ତିମନ୍ତ ପ୍ରତୀକ ....
ଆଜି ଶୁଭ ଜନ୍ମଦିନେ
ତୁମକୁ ଆଶିଷ ଅପାର....
ଦୃଢ ମନୋବଳ ସହ
ସାମ୍ନା
କର ଆଗତ ଦିନକୁ ...
ଏକ ନୂତନ ସମ୍ଭାବନାର....
କିରଣ ହୋଇ ....
ବିଚ୍ଛୁରିତ ହୋଇଚାଲ
ଆଗକୁ ଆଗକୁ .....
Comments
Post a Comment