Skip to main content

Posts

Durga Stotra in odia

                                                  !! ଦୁର୍ଗା ସ୍ତୋତ୍ର !!               ମାତଃ ଦୁର୍ଗେ ! ସିଂହବାହିନି ସର୍ବଶକ୍ତିଦାୟିନି ମାତଃ ଶିବପ୍ରିୟେ ! ତୋର ଶକ୍ତ୍ୟ˚ଶଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସୀନ , ପ୍ରାର୍ଥନା କରୁଛୁ ,- ଶୁଣ , ମାତଃ , ଏହି ଭାରତବର୍ଷେ ପ୍ରକାଶ ହୁଅ II                   ମାତଃ ଦୁର୍ଗେ ! ଯୁଗେ ଯୁଗେ ମାନବଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋରହିଁ କାର୍ଯ୍ୟ କରି ତୋ ଆନନ୍ଦଧାମରେ ଫେରିଯାଉ I ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେହିଁ ଆମ୍ଭେମାନେ ବ୍ରତୀ , ଶୁଣ ମାତଃ , ଏହି ଭାରତବର୍ଷେ , ସହାୟ ହୁଅ II                      ମାତଃ ଦୁର୍ଗେ ! ସିଂହବାହିନି , ତ୍...